Odia Prema Kabita:ହୃଦୟର ସ୍ପନ୍ଦନ💝💞💟❣️

Odia bhasa Ra madhurata na kebala Odia janichanti taha nunhen baram Sara bharata desha Odia bhasara mithatwa janichi.Odia Prema kabita Sara deshara anukonare aji Tara asthana jamaichi.Srusti ra arambha Prema ta sesha bhi Prema.Emiti kichi ହୃଦୟ ର spandita kabita manaku nei aji mora upasthapana Odia prema Kabita.
Odia Prema Kabita
Odia Prema Kabita ଓଡ଼ିଆ ପ୍ରେମ କବିତା
ପ୍ରେମର ବିହ୍ୱଳିତା, ଆତୁରତା ତଥା ବିରହର ମଥିତ ବ୍ୟଥା।"ତୁମେ ପ୍ରେମ କରୁଛ?ପ୍ରେମ କରୁଛ ବୋଲି ନିଶ୍ଚିତ?କେମିତି ଜାଣିଲ?ପ୍ରେମ କରିବା କଣ ଏତେ ସହଜ ଓ ସରଳ?"
                             -Nobel prize Winner                             
Prema Mane kan ? Prema kan khali eka samparka ?Prema re kie  jite kie hare ?Odia Prema Kabita Ra ehi bishesha alochana ehi sabu prasna Ku nei adharita.

Tebe Kabita deichi aneka jantrana,nidrahina rati,byakulata ,chhatapata kabita hin deichi.Punascha sethiru milita atmasantosha,ananda,puni kabita tie lekha sarile belebele asichi "jaa"kichi hela nanhin Ra byarthata .

Premara aneka bhabamurti achi,pratibimba achi.Prema Ku nei kie kete kan swapna dekhichi au kie ta Prema Kari dhoka khaichi,chhalana Ra swada chakhichi.Sabu kichi Ra samahara Ku nei odia Prema kabita eka sirsare pahanchi parichi.

ସଂସାର ନିୟମ-
କେହି କାହା ପାଈଁ ବଞ୍ଚି ରହେ ନାହିଁ।ମଣିଷ ବଞ୍ଚିରହେ ନିଜ ପାଈଁ,ଜୀବନ ବିସର୍ଜନ କରେ ନିଜର ଶାନ୍ତି ପାଈଁ,ଗୋଟିଏ ଅବୁଝା ଜିଦରେ।ଜଣେ ଜଣଙ୍କ ପାଈଁ ଜୀବନ ହାରିଦେଲେ ଏ ସଂସାର ରେ ପ୍ରତିଦିନ ଶହଶହ ଆତ୍ମହତ୍ୟା ଘଟନ୍ତା,ସଂସାର ହୁଅନ୍ତା ଅଚଳ।କେହି ଚିର ଦିନ ହସେ ନାହିଁ, ହସୁହସୁ ମଣିଷ କାନ୍ଦେ,କାନ୍ଦ ଭୁଲି ପୁଣି ସେ ହସେ,ଚାଲୁ ଚାଲୁ ମଣିଷ ଝୁଣ୍ଟିପଡ଼େ,ଲହୁଲୁହାଣ ହୁଏ,ଧୂଳି ଝାଡି ସେ ପୁଣି ଉଠେ,ଅଣ୍ଟାସଳଖେ।ଜୀବନର ଉଠାଣୀ ଗ୍ଡ଼ାଣି ରାସ୍ତାରେ ନୁଆ ଦମ୍ଭ ଦେଇ ଚାଲେ।
ଅମାୟିକ ହସ। ନିର୍ଜନତାର ଗୋଟିଏ ଭାଷା ଅଛି।ସେ ଭାଷା ସମସ୍ତେ ବୁଝନ୍ତି ନାହିଁ। ତାକୁ କେଵଳ ବୁଝେପ୍ରେମିକ ହୃଦୟ।

ଯିଏ ଅତୀତକୁ ଜାବୁଡ଼ି ଧରି ବର୍ତ୍ତମାନ ଭିତରେନିଜକୁ ସମ୍ପୂର୍ଣ ହଜାଇ ଦେଇପାରେ ନାହିଁ, ତାରଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇଯାଏ।
ପ୍ରେମ ମାନେ ହିଁ ଦୁଃଖ।ଯେଉଁମାନେ ପ୍ରେମରେ ପଡିଛନ୍ତି କିନ୍ତୁ ଦୁଃଖ ଭୋଗିନାହାନ୍ତି ,ସେମାନଙ୍କ ଜୀବନ ବ୍ୟର୍ଥ।ସଂସାରରେ ଜୀବନ ଧରି ବଞ୍ଚି ରହିବାକୁ ହେଲେ ,ଅନେକ ମିଛ କଥା କୁ ସତ ବୋଲି ଧରିନେବାକୁ ହେବ।ଏହା ହିଁ ହେଉଛି ସୁଖରେ ବଞ୍ଚିରହିବାର ଏକମାତ୍ର ଗୋପନ ସୂତ୍ର।ଯେଉଁମାନେ ଏପରି କରିନପାରନ୍ତିସେମାନେ ନର୍କକୁ ଯିବା ପାଈଁ ମୃତ୍ୟୁ ପର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ ନାହିଁ।

Read Here For More:
                      ବର୍ତ୍ତମାନ ର ଇତିହାସ

କବିତାମାଳା-Odia Prema kabita 
(୧)ଦେଖା ପ୍ରେମ
ପ୍ରଥମ େଦଖାେର ଚହଲିଲା ମନ
ଦ୍ବିତୀୟ େଦଖାକୁ କଲି ଅେପକ୍ଷା,
ତୃତୀୟ େଦଖାେର ଅନିମିଷ ଚାହିଁ
ଚତୁର୍ଥ େଦଖାକୁ େନଲି ପ୍େରମ ଦୀକ୍ଷା।

ବାସ୍ !ଆରମ୍ଭ େହଲା େମା,କାହାଣୀ ପ୍େରମର।

କଲମ ମୁନରୁ ଝରିଲା କବିତା
ବିେଭାର େହାଇ ମଁୁ ପ୍େରମର ସାଗେର,
ଡିଆଁ ମାରିେଦଲି ସାଗର ବକ୍ଷକୁ
କିଛି ପାଇବାର ଅେନକ ଆଶାେର।

ନିଶା ତିମିରତ, ଉନ୍ନିଦ୍ର େମା ମନ
କନକଜିତାଙ୍ଗି ଥିଲା ପ୍େରମିକା େମାହର,
ହସର େଢଉ ତା, େଖଳିଲା ନୟେନ
ହସି ହସି ହଜିଗଲି ସପେନ ତାହାର।

ପଞ୍ଚମ େଦଖାେର ପଚାରିଲି ନାମ
ଷଷ୍ଠ େଦଖାକୁ ଜାଣିଲି ଅତୀତ,
ସପ୍ତମ େଦଖାେର ଗପିଲି, ବୁଲିଲି
ଅଷ୍ଟମ େଦଖାକୁ ଧରିଲି ତା ହାତ

ବାସ୍ !ଆେଗଇଲା େମା ଗାଡି ଏ ପ୍େରମର।


ଖାତା ସରିଯାଇ, କାଳି ସରିଗଲା
ହାତେର କାଟିଲି ତା ନାମର ଗାର,
ଲହୁ ଝରୁଥିଲା,ଲୁହ ଶୁଖିଗଲା;କିନ୍ତୁ
ପ୍େରମିକ ପାଗଳ ,ପ୍େରମିକା େଯ ତାର।

ଚାହିଁଲି ଆକାଶ ତା କଥା ମଁୁ ଭାବି
ଅସୀମିତ ଥିଲା ପ୍େରମିକାର ଅଙ୍କ,
ରମଣୀ େସ େଯ ରମ୍ୟତା ଯାମିେନ
ଲାେଜଇ ଗଲି ମଁୁ େଦଖି ମୃଗାଙ୍କ।

ନବମ େଦଖାେର ଉପହାର େଦଲି
ଦଶମ େଦଖାକୁ କହିଗଲା ମେତ,
"ଆଇ ଲଭ ୟୁ" େବାଲି।
                                -ମହିତୋଷ ଗୋପାଲ


If You want to make publish your Odia Prema kabita and to make others visible,then
Comment me below.


Odia Prema Kabita:ହୃଦୟର ସ୍ପନ୍ଦନ💝💞💟❣️ Odia Prema Kabita:ହୃଦୟର ସ୍ପନ୍ଦନ💝💞💟❣️ Reviewed by Mahitosh Gopal on 7:45:00 PM Rating: 5

1 comment:

https://www.amazon.in/gp/product/B077PW9V3J/ref=as_li_tl?ie=UTF8&tag=mahitoshgopal-21&camp=3638&creative=24630&linkCode=as2&creativeASIN=B077PW9V3J&linkId=85d7079e5fe0d092980831810c484826
Theme images by konradlew. Powered by Blogger.